ଆଜିି ଗୃହରେ ସରକାରଙ୍କୁ ଘେରିବାକୁ କଂଗ୍ରେସର ପ୍ରସ୍ତୁତି ; ଶିକ୍ଷକ ନିଯୁକ୍ତି, ପୁରୁଣା ପେନସନ ଲାଗୁ , ଆଇନ ଶୃଙ୍ଖଳା ହେବ ମୁଖ୍ୟ ପ୍ରସଙ୍ଗ

ଆଜିି ଗୃହରେ ସରକାରଙ୍କୁ ଘେରିବାକୁ କଂଗ୍ରେସର ପ୍ରସ୍ତୁତି ; ଶିକ୍ଷକ ନିଯୁକ୍ତି, ପୁରୁଣା ପେନସନ ଲାଗୁ , ଆଇନ ଶୃଙ୍ଖଳା ହେବ ମୁଖ୍ୟ ପ୍ରସଙ୍ଗ

କନକ ବ୍ୟୁରୋ: ବିଧାନସଭାରେ ସରକାରଙ୍କୁ ଘେରିବାକୁ କଂଗ୍ରେସର ପ୍ରସ୍ତୁତି ।  ଆଜିଠୁ ବିଧାନସଭା ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଉଥିବାବେଳେ ସୋମବାର ଅନୁଷ୍ଠିତ ହୋଇଛି କଂଗ୍ରେସ ବିଧାୟକ ଦଳ ବୈଠକ ।

ପୋଲାଭରମ ପ୍ରକଳ୍ପ ସହ  ଭୂତ ରାସନ କାର୍ଡ କଥା ଗୃହରେ ଉଠାଇବ ଦଳ ।  ନକଲି କାର୍ଡ ଧାରୀଙ୍କୁ  କେବେ ଧରାଯିବ?  ଚାଉଳ ଦୁର୍ନୀତିର କେବେ ଖୁଲାସା ହେବ? ସେ ନେଇ  ଗୃହରେ ପ୍ରଶ୍ନ କରିବ ଦଳ । ଏହାସହ  ସ୍କୁଲରେ ଶିକ୍ଷକ ନିଯୁକ୍ତି, ପୁରୁଣା ପେନସନ ଲାଗୁ , ଆଇନ ଶୃଙ୍ଖଳା ପ୍ରସଙ୍ଗ ବି ଉଠାଇବ କଂଗ୍ରେସ। ଏନେଇ ବିଧାୟକ ଦଳ ବୈଠକରେ ଆଲୋଚନା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe