ମୁହଁ ଖୋଲିଲେ କଂଗ୍ରେସ ସାଂସଦ ଧୀରଜ ସାହୁ: କହିଲେ, ରେଡରେ ଜବତ ଟଙ୍କା ସହ କଂଗ୍ରେସର ସମ୍ପର୍କ ନାହିଁ

Advertisment
ମୁହଁ ଖୋଲିଲେ କଂଗ୍ରେସ ସାଂସଦ ଧୀରଜ ସାହୁ: କହିଲେ, ରେଡରେ ଜବତ ଟଙ୍କା ସହ କଂଗ୍ରେସର ସମ୍ପର୍କ ନାହିଁ

କନକ ବ୍ୟୁରୋ: ମୁହଁ ଖୋଲିଲେ କଂଗ୍ରେସ ସାଂସଦ ଧୀରଜ ସାହୁ । ଆଇଟି ରେଡ ନେଇ ଦେଲେ ପ୍ରତିକ୍ରିୟା । କହିଲେ, ରେଡରେ ଜବତ ଟଙ୍କା ସହ କଂଗ୍ରେସର ସମ୍ପର୍କ ନାହିଁ । ଜବତ ଟଙ୍କାକୁ ପାରିବାରିକ ବ୍ୟବସାୟର ଟଙ୍କା କହିଲେ ଧୀରଜ । ଟଙ୍କା ନେଇ ମୋ ପରିବାର ସଦସ୍ୟ ଉତ୍ତର ଦେବେ । ମୁଁ ବିଜନେଓ ଲାଇନରେ ନାହିଁ । କିଛିଦିନ ଅପେକ୍ଷା କରନ୍ତୁ ସବୁ ସ୍ପଷ୍ଟ ହେବ । ଜବତ ଟଙ୍କା ସହ କଂଗ୍ରେସ କି ଅନ୍ୟ ରାଜନୈତିକ ଦଳର ସମ୍ପର୍କ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe