କନକ ବ୍ୟୁରୋ: ବାଚସ୍ପତିଙ୍କ ମାଇକ ଟାଣିଲେ ତାରା ବାହିନୀପତି । ସୁରକ୍ଷାବାହିନୀ ଓ ତାରାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି । ବାଚସ୍ପତିଙ୍କ ଟେବୁଲ ଉପରକୁ ଚଢିବାକୁ କଲେ ଉଦ୍ୟମ । ଗୃହ ମଧ୍ୟରେ ପ୍ରତିବାଦ କରିଛନ୍ତି କଂଗ୍ରେସ ସଦସ୍ୟ । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଦାବି କରିଛନ୍ତି । ୩୦ ମିନିଟ ଯାଏଁ ମୁଲତବୀ ହେଲା ଗୃହ ।
ବିଧାନସଭାରେ ବଜେଟ୍ ଆଲୋଚନା ବେଳେ ହଟ୍ଟଗୋଳ: ପୋଡିୟମ୍ ଉପରକୁ ଚଢ଼ି ବାଚସ୍ପତିଙ୍କ ମାଇକ ଟାଣିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି
/kanak/media/post_attachments/wp-content/uploads/2024/07/62-1.jpg)