କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ସାରା ଦେଶରେ କଂଗ୍ରେସ ସଂକଳ୍ପ ସତ୍ୟାଗ୍ରହ କରୁଛି । ଏହାକ୍ରମରେ ଓଡ଼ିଶାର ବିଭିନ୍ନ ସହରରେ ରାହୁଲ ଗାନ୍ଧୀଙ୍କୁ ସମର୍ଥନ ଜଣାଇ ପ୍ରତିବାଦ କରୁଛନ୍ତି କଂଗ୍ରେସ ନେତା ଓ କର୍ମୀ । ଜୟପୁରରେ କଂଗ୍ରେସ ବିଧାୟକ ତାରା ତାରା ବାହିନୀପତି ଅଭିନବ ପ୍ରତିବାଦ । ପାଟିରେ ତାଲା ପକାଇ ଜୟପୁରରେ ଧାରଣା ଦେଲେ ତାରା ।
କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ଅଭିନବ ପ୍ରତିବାଦ। ପାଟିରେ ତାଲା ପକାଇ ଜୟପୁରରେ ଧାରଣା ଦେଲେ ତାରା।
/kanak/media/post_attachments/wp-content/uploads/2023/03/24-19.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)