କଂଗ୍ରେସ ବିକ୍ଷୋଭ ବେଳେ ଅସୁସ୍ଥ ହୋଇପଡିଲେ ନରସିଂହ ମିଶ୍ର : ତୁରନ୍ତ ଘରୋଇ ହସ୍ପିଟାଲରେ କରାଗଲା ଭର୍ତି

Advertisment
କଂଗ୍ରେସ ବିକ୍ଷୋଭ ବେଳେ ଅସୁସ୍ଥ ହୋଇପଡିଲେ ନରସିଂହ ମିଶ୍ର : ତୁରନ୍ତ ଘରୋଇ ହସ୍ପିଟାଲରେ କରାଗଲା ଭର୍ତି

କନକ ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଅସୁସ୍ଥ ହୋଇପଡିଛନ୍ତି । ଆଜି ବିଭିନ୍ନ ମାମଲାରେ ସିବିଆଇ ତଦନ୍ତର ଶିଥିଳତା ନେଇ କଂଗ୍ରେସ ସିବିଆଇ ଅଫିସ ଘେରାଉ କରିଥିଲା । ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ , ନରସିଂହ ମିଶ୍ରଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

ବହୁ ସଂଖ୍ୟାରେ କଂଗ୍ରେସ କର୍ମକର୍ତା ଉପସ୍ଥିତ ଥିଲେ । ନରସିଂହ ମିଶ୍ର ଗାଡି ଉପରେ ଛିଡା ହୋଇ କିଛି କହୁଥିବାବେଳେ ହଠାତ ଅସୁସ୍ଥ ଅନୁଭବ କରିଥିଲେ । ସାଙ୍ଗେ ସାଙ୍ଗେ ତାଙ୍କୁ ନିକଟସ୍ଥ ଏକ ଘରୋଇ ହସପିଟାଲକୁ ନିଆଯାଇଥିଲା । ସେଠାରେ ସେ ଧିରେ ଧିରେ ସୁସ୍ଥ ହେଉଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe