କନକ ବ୍ୟୁରୋ: ଆଉ ୭୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଭଣ୍ଡାରୀପୋଖରୀରୁ ନିରଞ୍ଜନ ପଟ୍ଟନାୟକ, ଆନନ୍ଦପୁରରୁ ଜୟଦେବ ଜେନା, ବାଙ୍କୀ ଦେବାଶିଷ ପଟ୍ଟନାକ ଓ ବେଗୁନିଆରୁ ପୃଥୀବଲ୍ଲଭ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ପୂର୍ବରୁ କଂଗ୍ରେସ ୪୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିଲା । ଏବେ ମୋଟ ୧୨୨ ଆସନରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛି । ସେହିପରି ମୋଟ ୧୭ ଲୋକସଭା ଆସନ ପାଇଁ ବି କଂଗ୍ରେସ ପ୍ରାର୍ଥୀ ଘୋଷଣା ସାରିଛି । ତେବେ ବାକି ଆସନ ପାଇଁ ଖୁବ ଶୀଘ୍ର କଂଗ୍ରେସ ପ୍ରାର୍ଥୀ ଘୋଷଣା କରିପାରେ ।
ଆସିଲା କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା
ଦେଖନ୍ତୁ, କେଉଁଠୁ କିଏ ହେଲେ ପ୍ରାର୍ଥୀ?#Congress#Odisha#Election#KanakNewspic.twitter.com/7AcS4kgWFZ— Kanak News (@kanak_news) April 14, 2024
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/MixCollage-14-Apr-2024-09-01-PM-9839.jpg)