କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଜାଣନ୍ତୁ ଟିକେଟ୍ ପାଇଲେ କିଏ ?

କଂଗ୍ରେସର ପ୍ରାର୍ଥୀ ତାଲିକା କାହାର ଅଛି ନାଁ ?

2,690

କନକ ବ୍ୟୁରୋ: ୨୦୧୯ ମହାସମର ପାଇଁ ପ୍ରଥମ ପର୍ଯ୍ୟାୟ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ସାମ୍ନାକୁ ଆସିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ରାଜ୍ୟର ପ୍ରଥମ ପର୍ଯ୍ୟାୟରେ ହେବାକୁଥିବା ୪ଟି ଲୋକସଭା ଓ ଏଥିସହ ୨୮ଟି ବିଧାନସଭା କ୍ଷେତ୍ର ପାଇଁ କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ହସ୍ତଗତ ହୋଇଛି । ଏହି ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ କଂଗ୍ରେସରୁ କାହାକୁ ଟିକେଟ୍ ମିଳିବ ତାହା ଆପାତତଃ ସ୍ଥିର ହୋଇଥିବା ଜଣାପଡ଼ିଛି । ତେବେ ଏହି ତାଲିକାରେ ପରିବର୍ତ୍ତନ ହୋଇପାରେ।
କଳାହାଣ୍ଡି ଲୋକସଭା କ୍ଷେତ୍ର

ଭକ୍ତ ଦାସ (ସାଂସଦ ପ୍ରାର୍ଥୀ)
ନୂଆପଡ଼ା- ଘାଷିରାମ ମାଝୀ
ଖରିଆର -ଅଧିରାଜ ପାଣିଗ୍ରାହୀ
ଲାଞ୍ଜିଗଡ଼- ଶିବାଜୀ ମାଝୀ
ଜୁନାଗଡ଼- ଅନୀଲ ସିଂହଦେଓ, ତୁଲେଶ୍ୱର ନାୟକ
ଧର୍ମଗଡ଼- ଦିଗାମ୍ବର ଧୁରିଆ/ ପୁରସ୍ତମ ଗୁପ୍ତା
ଭବାନୀପାଟଣା- ସାଗର ଦାସ/ ସାମନ୍ତ ଖମାରୀ
ନର୍ଲା- ଚିତ୍ତରଞ୍ଜନ ମଣ୍ଡଳ/ ହିମାଂସୁ ଶେଖର ଦାସ

ନବରଙ୍ଗପୁର ଲୋକସଭା କ୍ଷେତ୍ର

ପ୍ରଦୀପ ମାଝୀ (ସାଂସଦ ପ୍ରାର୍ଥୀ)
ଉମରକୋଟ- ଯତୀନ୍ଦ୍ର ଗଣ୍ଡ
ଝରିଗାଁ- ଉଲଧର ମାଝୀ
ନବରଙ୍ଗପୁର- ସଦନ ନାୟକ
ଡ଼ାବୁଗାଁ- ଭୁଜବଳ ମାଝୀ
କୋଟପାଡ଼- ଚନ୍ଦ୍ରଶେଖର ମାଝୀ
ମାଲକାନଗିରି- ମାଲା ମାଢ଼ୀ
ଚିତ୍ରକୋଣ୍ଡା- ଲକ୍ଷ୍ମୀପ୍ରିୟା ନାୟକ

କୋରାପୁଟ ଲୋକସଭା କ୍ଷେତ୍ର

ସପ୍ତଗିରି ଉଲାକା (ସାଂସଦ ପ୍ରାର୍ଥୀ)
ଗୁଣୁପୁର- ପୁରସ୍ତମ ଗମାଙ୍ଗ
ବିଷମକଟକ- ନୀଳ ହିକ୍କକା/ ଏ.କାଡ୍ରାକା
ରାୟଗଡ଼ା- ମକରନ୍ଦ ମୁଦୁଲି/ ଏ.କାଡ୍ରାକା
ଲକ୍ଷ୍ମୀପୁର- କୈଳାସ କୁଲେଶିକା
ଜୟପୁର- ତାରା ପ୍ରସାଦ ବାହିନୀପତି
କୋରାପୁଟ- ନିମାଇ ସରକାର
ପଟାଙ୍ଗୀ- ରାମ କାଡ଼ାମା

ବ୍ରହ୍ମପୁର ଲୋକସଭା କ୍ଷେତ୍ର

ଭି.ଚନ୍ଦ୍ରଶେଖର ନାଇଡୁ (ସାଂସଦ ପ୍ରାର୍ଥୀ)
ଛତ୍ରପୁର- ସିପିଆଇ
ଗୋପାଳପୁର- ଧର୍ମରାଜ ରେଡ୍ଡୀ/ ବିଶ୍ୱଜିତ୍ ଦାଶ
ବ୍ରହ୍ମପୁର- ଲିଙ୍ଗରାଜ ଚୌଧୁରୀ/ ପ୍ରମୋଦ ଜେନା
ଦିଗପହଣ୍ଡି- ପ୍ରଫୁଲ୍ଲ ପଣ୍ଡା/ ସାକା ସୁଜିତ
ଚିକିଟି- ଫାଇନାଲ ହୋଇନି
ମୋହନା- ଦାଶରଥୀ ଗମାଙ୍ଗ
ପାରଳାଖେମୁଣ୍ଡି- କେ,ସୁର୍ଯ୍ୟା ରାଓ/ ତିରୁପତି ପାଣିଗ୍ରାହୀ