୭ ଲୋକସଭା ଓ ୨୦ ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା: ଜାଣନ୍ତୁ ଆପଣଙ୍କ ଅଂଚଳରୁ ଲଢିବେ କିଏ?

କେନ୍ଦ୍ରାପଡାରୁ ଲଢିବେ ଧରଣୀଧର ନାୟକ, ବାଲେଶ୍ୱରରୁ ନବଜ୍ୟୋତି ପଟ୍ଟନାୟକଓ ପୁରୀରୁ ସତ୍ୟପ୍ରକାଶ ନାୟକ;୨ ମହିଳାଙ୍କୁ ଲୋକସଭା ଟିକେଟ

1,105

କନକ ବ୍ୟୁରୋ: ୭ ଲୋକସଭା ଏବଂ ୨୦ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା । ପୁରୀରୁ ସତ୍ୟପ୍ରକାଶ ନାୟକଙ୍କୁ ଟିକେଟ୍ ଦେଇଛି ଦଳ । ସେହିପରି କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ଧରଣୀଧର ନାୟକଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଅନ୍ୟପଟେ କେନ୍ଦୁଝରରୁ ଫକିର ମୋହନ ନାୟକଙ୍କୁ ଦଳ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି । ସେହିଭଳି ଭଦ୍ରକରୁ ମଧୁସ୍ମିତା ସେଠୀ, ଢେଙ୍କାନାଳରୁ କାମାକ୍ଷା ପ୍ରସାଦ ସିଂହଦେଓ ଏବଂ ବାଲେଶ୍ୱରରୁ ନବଜ୍ୟୋତି ପଟ୍ଟନାୟକଙ୍କୁ ଲୋକସଭା ପ୍ରାର୍ଥୀ କରିଛି ଦଳ ।


ସେହିପରି ୨୦ ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ

ତେଲକୋଇ-ଶ୍ରୀ ମୋହନ ହେମ୍ବ୍ରମ

ପାଟଣା-ଶ୍ରୀ ଗୋପେଶ୍ୱର ନାୟକ

ଯଶିପୁର- ମହେନ୍ଦ୍ର ନାୟକ

ଉଦଳା- ବେଣୁଧର ମହାପାତ୍ର

ବାରିପଦା-ଦଶରଥ ସିଂହ

ଭୋଗରାଇ- ସତ୍ୟଶିବ ଦାସ

ବସ୍ତା-ବିଜୟ ନାୟକ

ରେମୁଣା- ପ୍ରତାପ ସେଠୀ

ବାସୁଦେବପୁର-ଅଶୋକ କୁମାର ଦାସ

ଧାମନଗର-ବିଦ୍ୟାଧର ଜେନା

ବିଝାଂରପୁର-ମନୋରଂଜନ ଦାସ

ବରି-ଉମେଶ ଜେନା

ସୁକିନ୍ଦା- ଶରତ ରାଉତ

ପରଜଙ୍ଗ- ଜସସ୍ୱିନୀ ରାଉତ

ନିଆଳି- ମମତା ଭୋଇ

ମାହାଙ୍ଗା- ଦେବେନ୍ଦ୍ର କୁମାର ସାହୁ

ପାଟକୁରା- ଜୟନ୍ତ ମହାନ୍ତି

ତିର୍ତୋଲ- ବିଭୁପ୍ରସାଦ ତରାଇ

ପୁରୀ-ଅରୋ ପ୍ରସାଦ ମିଶ୍ର

ନୟାଗଡ-ମନୋଜ କୁମାର ସାହୁ