କନକବ୍ୟୁରୋ: ବେଗୁନିଆରୁ କଂଗ୍ରେସ ବିଧାନସଭା ଟିକେଟ୍ ପାଇବା ପରେ ଆକ୍ଟିଭ୍ ମୋଡରେ ପୃଥ୍ୱୀବଲ୍ଲଭ ପଟ୍ଟନାୟକ । ଦିନ ରାତି ଏକ କରି ଗାଁ କୁ ଗାଁ ବୁଲି କଂଗ୍ରେସ କର୍ମୀଙ୍କୁ ଏକାଠି କରୁଛନ୍ତି । ସମର୍ଥକଙ୍କୁ ସାଥିରେ ଧରି ପ୍ରଚାର କରୁଛନ୍ତି ।
ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି । ଗତକାଲି ବାଘମାରି ଠାରେ ରାମଲୀଳା ଉତ୍ସବର ରାବଣପୋଡି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲା । ତାଙ୍କ ସହ କଂଗ୍ରେସର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ୟାଶିର ନବାଜ୍ ବି ସାମିଲ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/post_attachments/wp-content/uploads/2024/04/55.jpg)