ହେଲିକପ୍ଟର ଦେଖାଇବାକୁ କହି ଲୋକଙ୍କୁ ଜନସଭାକୁ ଆଣୁଛି ବିଜେଡି । ଅଭିଯୋଗ ଆଣିଲା କଂଗ୍ରେସ

Advertisment
ହେଲିକପ୍ଟର ଦେଖାଇବାକୁ କହି ଲୋକଙ୍କୁ ଜନସଭାକୁ ଆଣୁଛି ବିଜେଡି । ଅଭିଯୋଗ ଆଣିଲା କଂଗ୍ରେସ

କନକ ବ୍ୟୁରୋ : ଜୁନ ୧ରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ପାଇଁ ପଡ଼ିବ ଭୋଟ । ଏଥିପାଇଁ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ଓ ଜନସଭା କରି ଭୋଟ ମାଗୁଛନ୍ତି କଂଗ୍ରେସ ପ୍ରାର୍ଥୀ ସୁଦର୍ଶନ ଦାସ । ତାଙ୍କ ସହ ବାଲେଶ୍ୱର ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ମଧ୍ୟ ପ୍ରଚାର କରିଛନ୍ତି । ଦୁର୍ନୀତି କଥା କହି ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି ଉଭୟ ନେତା । ହେଲିକପ୍ଟର ଦେଖାଇବାକୁ କହି ବିଜେଡି କର୍ମୀ ଲୋକଙ୍କୁ ଜନସଭାକୁ ଆଣୁଥିବା ଅଭିଯୋଗ କରିଛନ୍ତି ସୁଦର୍ଶନ ଦାସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe