କନକ ବ୍ୟୁରୋ: ଘୋଷଣା ହୋଇଛି କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଏଆଇସିସି । ସେହିପରି କୋରାପୁଟ ଓ ବଲାଙ୍ଗୀର ଲୋକସଭା ଆସନ ପାଇଁ ନାଁ ଘୋଷଣା କରିଛି ଦଳ । ଏହି ତାଲିକା ସହ କଂଗ୍ରେସ ଏପର୍ଯ୍ୟନ୍ତ ରାଜ୍ୟରେ ମୋଟରେ ୮ଟି ଲୋକସଭା ଓ ୧୦୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ତେବେ କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ତାଲିକାରେ ସମସ୍ତ ବିଧାୟକଙ୍କୁ ଟିକେଟ ଦେଇଛି କଂଗ୍ରେସ । ଲକ୍ଷ୍ମୀପୁରରୁ କୈଳାସ କୁଲେସିକାକୁ ପୁଣି ଥରେ ଟିକେଟ ଦେଇଛି କଂଗ୍ରେସ । ସେହିପରି ତଳସରାରୁ ପ୍ରଫୁଲ ମାଝିଙ୍କୁ ଟିକେଟ ଦେଇଛି ଦଳ । କୋଡପାଡରୁ ଚନ୍ଦ୍ରଶେଖର ମାଝିଙ୍କୁ ପୁଣି ଥରେ ବିଧାୟକ ଟିକେଟ ଦେଇଛି ଦଳ । ସେହିପରି ରାଜନଗରରୁ ଅଂଶୁମାନ ମହାନ୍ତିଙ୍କୁ ଟିକେଟ୍ ଦେଇଛି ଦଳ । ଆଳିରୁ ଦେବେନ୍ଦ୍ର ଶର୍ମାଙ୍କୁ ଟିକେଟ୍ ମିଳିଛି । ପାରଳାଖେମୁଣ୍ଡିରୁ କେ. ସର୍ଯ୍ୟା ରାଓଙ୍କୁ ଏବଂ ଜଗତସିଂହପୁରରୁ ଚିରଞ୍ଜିବ ବିଶ୍ୱାଳଙ୍କୁ ପୁଣି ଥରେ ଟିକେଟ ଦେଇଛି ଦଳ ।
କେଉଁ ଆସନରୁ କାହାକୁ ପ୍ରାର୍ଥୀ କରିଛି କଂଗ୍ରେସ-
ବିଜେପୁର- ରିପୁନାଥ ସେଠ୍
ଭଟ୍ଟଲି - ସରୋଜ ମହାପାତ୍ର
ଝାରସୁଗୁଡା - ମହେନ୍ଦ୍ର ନାୟକ
ସୁନ୍ଦରଗଡ - ଅମିତା ବିଶ୍ୱାଳ
ରଘୁନାଥ ପାଲି - ପ୍ରଶାନ୍ତ ସେଠୀ
ରାଉରକେଲା - ମୁକ୍ତିକାନ୍ତ ବିଶ୍ୱାଳ
କୁଚିଣ୍ଡା - ଶୋଭାରାମ ପ୍ରଧାନ
ରେଙ୍ଗାଲୀ - ବାଲାକ୍ରିଷ୍ଣ ରୋହିଦାସ୍
ସମ୍ବଲପୁର - ଅଶ୍ୱିନୀ କୁମାର ଗୁରୁ
ରେଢ଼ାଖୋଲ - ଅସଫ୍ ଅଲ୍ଲୀ ଖାନ୍
ଦେବଗଡ - ଉମାଶଙ୍କର ସାହୁ
ଆନନ୍ଦପୁର - ଜୟଦେବ ଜେନା
କେନ୍ଦୁଝର - ବିଦ୍ୟାଧର ଦେହୁରୀ
ଚମ୍ପୁଆ - ଯଦୁମଣି ବାରିକ୍
କରଞ୍ଜିଆ - ସୁଦାମ ଚରଣ ନାଏକ
ଜଳେଶ୍ୱର - ସୁଦର୍ଶନ ଦାସ
ନୀଳଗିରି - ମନୋଜମଞ୍ଜରୀ ଦେବୀ
କୋରେଇ - ବନ୍ଦିତା ପରିଡା
ଢ଼େଙ୍କାନାଳ - ନବୀନ ନନ୍ଦ
ପାଲାଲହଡା - ସୁବ୍ରତ ଗରନାଏକ
ତାଳଚେର - ସୁରେଶ ଚନ୍ଦ୍ର ବେହେରା
ଅନୁଗୁଳ - ବିପ୍ଲବ ଜେନା
ଛେଣ୍ଡିପଦା - ଶସ୍ମିତା ବେହେରା
ଆଠମଲ୍ଲିକ୍ - ବିଜୟାନନ୍ଦ ଚୋଲିଆ
ସୋନପୁର - ଚିତରଞ୍ଜନ ମିଶ୍ର
ଲୋଇସିଂହା - ନବ କିଶୋର ନାଏକ
ଟିଟଲାଗଡା - ସୁରେନ୍ଦ୍ର ସିଂ ଭୋଇ
କଂଟାବାଞ୍ଜି - ସନ୍ତୋଷ ସିଂ ସାଲୁଜା
ଉମରକୋଟ- ଯଶୋଦା ରାଣୀ ଗଣ୍ଡ
ଜୁନାଗଡ - ଶ୍ରୀ ଅନିଲ ସିଂଦେଓ
ଭବାନୀପାଟଣା - ସାଗର ଚରଣ ଦାସ୍
ନର୍ଲ୍ଲା - ଚିତରଞ୍ଜନ ମଣ୍ଡଳ
ବାଙ୍କି - ଡ. ଦେବାଶିଷ୍ ପଟ୍ଟନାୟକ
ଆଠଗଡ - ଉମ୍ମା ବଲ୍ଳଭ ରଥ
ବାରବାଟ୍ୀ- କଟକ - ମହମ୍ମଦ ମୁକିମ୍
କଟକ ସଦର - ରତ୍ନାକର ବେହେରା
କେନ୍ଦ୍ରାପଡା -ଗଣେଶ୍ୱର ବେହେରା
ଆଳି- ଦେବେନ୍ଦ୍ର ଶର୍ମା
ରାଜନଗର- ଅଂଶୁମାନ ମହାନ୍ତି
ଜଗତସିଂହପୁର - ଚିରଞ୍ଜିବ ବିଶ୍ୱାଳ
କାକଟପୁର - ବିଶ୍ୱଭୁଷଣ ଦାସ୍
ବ୍ରହ୍ମଗିରି - ଉମ୍ମାକାନ୍ତ ବରାଳ
ସତ୍ୟବାଦୀ - ପ୍ରସାଦ ହରିଚନ୍ଦନ
ଏକାମ୍ର ଭୁବନେଶ୍ୱର - ରଶ୍ମୀରେଖା ମହାପାତ୍ର
ଜଟଣୀ - ସୁରେଶ କୁମାର ରାଉତରାୟ
ରଣପୁର - ଶୁଭଶ୍ରୀ ପଣ୍ଡା
ଖଲ୍ଲିକୋଟ୍ - ଭୋକାଳି ସେଠୀ
ସୁରଡା- ସଂଗ୍ରାମ ମହାନ୍ତି
ଦିଗପହଁଣ୍ଡି - ପ୍ରଫୁଲ ପଣ୍ଡା
ପାରଳାଖେମୁଣ୍ଡି - କେ. ସର୍ଯ୍ୟା ରାଓ
ରାୟଗଡା - ଆପାଲସ୍ୱାମୀ କର୍ଡାକା
ଲକ୍ଷ୍ମୀପୁର - କୈଳାସ କୁଲେସିକା
କୋଟପାଡ -ଚନ୍ଦ୍ରଶେଖର ମାଝୀ