କନକ ବ୍ୟୁରୋ: ପ୍ରସ୍ତୁତ ହୋଇସାରିଛି ରଣକ୍ଷେତ୍ର । ବିଜେଡି ପରେ ପରେ ମୈଦାନକୁ ଓହ୍ଲାଇବା ପାଇଁ କଂଗ୍ରେସ ମଧ୍ୟ ଘୋଷଣା କଲା  ପ୍ରାର୍ଥୀ ତାଲିକା । ଗତକାଲି ବିଲମ୍ବିତ ରାତିରେ ଦିଲ୍ଲୀ ହେଡ ଅଫିସରୁ ବିଧିବଦ୍ଧ ଭାବେ ଘୋଷଣା କଲେ କଂଗ୍ରେସ ହାଇକମାଣ୍ଡ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକସଭା ଓ ୩୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ତେବେ ଏହି ତାଲିକାରେ ଆପଣଙ୍କ ଅଞ୍ଚଳରୁ କଂଗ୍ରେସ ତରଫରୁ କିଏ ନିର୍ବାଚନ ଲଢିବ ଜାଣି ରଖନ୍ତୁ । ।

Advertisment

ଲୋକସଭା କ୍ଷେତ୍ର: କଳାହାଣ୍ଡି- ଭକ୍ତ ଦାସ (ସାଂସଦ ପ୍ରାର୍ଥୀ)

ଲୋକସଭା କ୍ଷେତ୍ର: ନବରଙ୍ଗପୁର- ପ୍ରଦୀପ ମାଝୀ (ସାଂସଦ ପ୍ରାର୍ଥୀ)

ଲୋକସଭା କ୍ଷେତ୍ର : ବ୍ରହ୍ମପୁର- ଭି.ଚନ୍ଦ୍ରଶେଖର ନାଇଡୁ (ସାଂସଦ ପ୍ରାର୍ଥୀ)

ଲୋକସଭା କ୍ଷେତ୍ର: ବରଗଡ-ପ୍ରଦୀପ କୁମାର ଦେବତା(ସାଂସଦ ପ୍ରାର୍ଥୀ)

ଲୋକସଭା କ୍ଷେତ୍ର: କନ୍ଧମାଳ- ମନୋଜ କୁମାର ଆଚାର୍ଯ୍ୟ(ସାଂସଦ ପ୍ରାର୍ଥୀ)

ଲୋକସଭା କ୍ଷେତ୍ର: ସୁନ୍ଦରଗଡ- ଜର୍ଜ ତିର୍କୀ(ସାଂସଦ ପ୍ରାର୍ଥୀ)

କେଉଁ ବିଧାନସଭା କ୍ଷେତ୍ରରୁ କାହାକୁ ପ୍ରାର୍ଥୀ କରିଛି କଂଗ୍ରେସ

ପଦ୍ମପୁର- ପୂର୍ବତନ ବିରୋଧୀଦଳ ମୁଖ୍ୟ ସଚେତକ ସତ୍ୟଭୁଷଣ ସାହୁ ଏଥର ପୁଣି ପଦ୍ମପୁର ଆସନରୁ ନିର୍ବାଚନ ଲଢ଼ିବେ ।

ବରଗଡ -ନିପନ ଦାସ

ଅତାବିରା - ନିହାର ମହାନନ୍ଦ

ବୀରମିତ୍ରପୁର - ରୋହିତ ଯୋଶେଫ ତିର୍କି

ରାଜଗାଙ୍ଗପୁର - ଡାକ୍ତର ସିଆର ରାଜନ

ବୀରମହାରାଜପୁର -ବିନୋଦ କୁମାର ପାତ୍ର

ବଲାଙ୍ଗୀର- ନରସିଂହ ମିଶ୍ର

ନୂଆପଡା - ଘାସିରାମ ମାଝୀ

ଖରିଆର- ଅଧିରାଜ ପାଣିଗ୍ରାହୀ

ଝରିଗାଁ - ଉଲଧର ମାଝୀ

ନବରଙ୍ଗପୁର - ସଦନ ନାୟକ

ଡାବୁଗାଁ - ଭୁଜବଳ ମାଝୀ

ଲାଞ୍ଜିଗଡ - ଶିବାଜୀ ମାଝୀ

ଧର୍ମଗଡ -ଦିଗମ୍ବର ଦୁରିଆ

ବାଲିଗୁଡା -ସିମନ ମଲ୍ଲିକ

ଫୁଲବାଣୀ - କିଶୋର ଚନ୍ଦ୍ର କଅଁର

କଂଟାମାଳ - ପ୍ରଶାନ୍ତ ସାହୁ

ଦଶପଲ୍ଲା - ପ୍ରଶାନ୍ତ କୁମାର ନାୟକ

ଭଞ୍ଜନଗର - ସଞ୍ଜୟ କୁମାର ତ୍ରିପାଠୀ

ପୋଲସରା - ହରିଚରଣ ସ୍ୱାଇଁ

କବିସୂର୍ଯ୍ୟନଗର - ବିଜୟ କୁମାର ସାହୁ

ଆସ୍କା - ମନୋଜ କୁମାର ଜେନା

ସାନଖେମୁଣ୍ଡି - ରମେଶ ଚନ୍ଦ୍ର ଜେନା

ହିଞ୍ଜିଳି - ରାମକୃଷ୍ଣ ପଣ୍ଡା

ଗୋପାଳପୁର - ଏସ. ଧର୍ମରାଜ ରେଡ୍ଡୀ

ବ୍ରହ୍ମପୁର -ଲିଙ୍ଗରାଜ

ଦିଗପହଁଣ୍ଡି- ବିସ୍ମୟ ମହାପାତ୍ର

ଚିକିଟି -ସୁଭାଷ ଚନ୍ଦ୍ର ରାଉତ

ମୋହନା- ଡ. ଦାଶରଥୀ ଗମାଙ୍ଗ

ଗୁଣୁପୁର- ପୁରୁଷୋତମ ଗମାଙ୍ଗ

ବିଷମ କଟକ- ନୀଳମାଧବ ହିକା

ଜୟପୁର- ତାରାପ୍ରସାଦ ବାହିନୀପତି

କୋରାପୁଟ-କୃଷ୍ଣଚନ୍ଦ୍ର କୁଲଦୀପ

ପଟାଙ୍ଗୀ- ରାମଚନ୍ଦ୍ର କଡାମ

ମାଲକାନଗିରି - ମାଲା ମାଢ଼ି

ଚିତ୍ରକୋଣ୍ଡା - ଲକ୍ଷ୍ମୀପ୍ରିୟା ନାୟକ

ତେବେ କଂଗ୍ରେସ ଘୋଷଣା କରିଥିବା ଆସନ ମଧ୍ୟରୁ କୋରାପୁଟ ଲୋକସଭା କ୍ଷେତ୍ର ଓ ୯ଟି ବିଧାନସଭା ଆସନ ପାଇଁ ବି ନିଷ୍ପତି ଝୁଲି ରହିଛି ।