ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାଁରେ ଅଭିଯୋଗ । #DCP ଙ୍କ ପାଖରେ ଲିଖିତ ଅଭିଯୋଗ ଆଣିଲେ କୋଭିଡ ଯୋଦ୍ଧା

199

କନକ ବ୍ୟୁରୋ :  ସାଂସଦ ଅପରାଜିତାଙ୍କ ନାଁରେ ଅଭିଯୋଗ ଆଣିଲେ କୋଭିଡ୍ ଯୋଦ୍ଧା । କୋଭିଡ୍ ଆଇନ୍ ବାରମ୍ବାର ଭାଙ୍ଗୁଥିବାରୁ କାର୍ଯ୍ୟାନୁଷ୍ଠାନ ଦାବି କଲେ । ଲିଖିତ ଭାବେ ଭୁବନେଶ୍ୱର ଡିସିପିଙ୍କ ଠାରେ କଲେ ଅଭିଯୋଗ ।

ସାଂସଦଙ୍କୁ ବେପରୁଆ କାର୍ଯ୍ୟ ଅନ୍ୟମାନଙ୍କ ଜୀବନ ବିପନ୍ନ କରୁଛି । ସାଂସଦଙ୍କ ଜନ୍ମଦିନ ପାଳନ ଭିଡିଓ ଭାଇରାଲ୍ ହୋଇଥିଲା। ସାଂସଦଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ କୋଭିଡ ଯୋଦ୍ଧାଙ୍କ ଦାବି । ସାଂସଦଙ୍କ ଜନ୍ମଦିନ ପାଳନ ଭିଡିଓ ଭାଇରାଲ ହୋଇଥିଲା ।