କନକ ବ୍ୟୁରୋ : ସାଂସଦ ଅପରାଜିତାଙ୍କ ନାଁରେ ଅଭିଯୋଗ ଆଣିଲେ କୋଭିଡ୍ ଯୋଦ୍ଧା । କୋଭିଡ୍ ଆଇନ୍ ବାରମ୍ବାର ଭାଙ୍ଗୁଥିବାରୁ କାର୍ଯ୍ୟାନୁଷ୍ଠାନ ଦାବି କଲେ । ଲିଖିତ ଭାବେ ଭୁବନେଶ୍ୱର ଡିସିପିଙ୍କ ଠାରେ କଲେ ଅଭିଯୋଗ ।
ସାଂସଦଙ୍କୁ ବେପରୁଆ କାର୍ଯ୍ୟ ଅନ୍ୟମାନଙ୍କ ଜୀବନ ବିପନ୍ନ କରୁଛି । ସାଂସଦଙ୍କ ଜନ୍ମଦିନ ପାଳନ ଭିଡିଓ ଭାଇରାଲ୍ ହୋଇଥିଲା। ସାଂସଦଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ କୋଭିଡ ଯୋଦ୍ଧାଙ୍କ ଦାବି । ସାଂସଦଙ୍କ ଜନ୍ମଦିନ ପାଳନ ଭିଡିଓ ଭାଇରାଲ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/14-7.jpg)