ସିଏମସି କମିଶନରଙ୍କୁ କମୋଡ୍ ଉପହାର । ଶୌଚାଳୟ ଖୋଲିବା ଦାବିରେ ସୁବାସ ସଂଗଠନ ପକ୍ଷରୁ ନିଆରା ପ୍ରତିବାଦ ।

Advertisment
ସିଏମସି କମିଶନରଙ୍କୁ କମୋଡ୍ ଉପହାର । ଶୌଚାଳୟ ଖୋଲିବା ଦାବିରେ ସୁବାସ ସଂଗଠନ ପକ୍ଷରୁ ନିଆରା ପ୍ରତିବାଦ ।

କନକ ବ୍ୟୁରୋ: କମିଶନରଙ୍କୁ କମୋଡ ଭେଟି । କଟକ ସୁବାସ ସଂଗଠନ ପକ୍ଷରୁ ଏଭଳି ନିଆରା ପ୍ରତିବାଦ କରିଛନ୍ତି । ଶୌଚାଳୟ ଖୋଲିବା ଦାବିରେ ସିଏମସି କାର୍ଯ୍ୟାଳୟରେ କମିଶନରଙ୍କୁ ଟଏଲଟ୍ କମୋଡ଼ ଉପହାର ଦେଇଛି ସଂଗଠନ । ସମସ୍ୟାର ସମାଧାନ ନହେଲେ ଅଗକୁ ଜୋରଦାର ପ୍ରତିବାଦ ବୋଲି ସଂଗଠନ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe