ଭୁବନେଶ୍ୱରର ବିଭିନ୍ନ ଡ୍ୟାନ୍ସ ବାର, କ୍ଲବ ହୋଟେଲ ରେଡ୍ କଲା କମିଶନରେଟ ପୋଲିସ । ନିୟମ ଓ ସର୍ତ୍ତଉଲ୍ଲଂଘନ କରିଥିବା ଅଭିଯୋଗ

108

କନକ ବ୍ୟୁରୋ: ଭୁବନେଶ୍ୱରର ବିଭିନ୍ନ ନାଇଟ୍ କ୍ଲବ ଏବଂ ଡ୍ୟାନ୍ସ ବାରରେ ରେଡ୍ । କଟକ ରୋଡ୍ ଓ ରସୁଲଗଡ଼ରେ ବଡ଼ ଧରଣର ରେଡ୍ କରିଛି ପୋଲିସ । ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ପିଓପିଡିର ଚଢ଼ାଉ । ଠିକ୍ ସମୟରେ କ୍ଲବ ଓ ଡ୍ୟାନ୍ସ ବାର୍ ବନ୍ଦ ହେଉନଥିବା ନେଇ ଅଭିଯୋଗ ରହିଛି । ଏହି ରେଡ୍ ବେଳେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।