କନକ ବ୍ୟୁରୋ: ଆଗକୁ ସାଧାରଣ ନିର୍ବାଚନ । ଡିପଫେକ୍ ଫଟୋ ଓ ଭିଡ଼ିଓକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଏବେଠୁ ସଜାଗ ରହିବା ପାଇଁ ପୋଲିସକୁ ଦିଆଯାଇଛି ତାଲିମ । କମିଶନରେଟ୍ ପୋଲିସର ବଛା ବଛା ଅଫିସରଙ୍କୁ ଫ୍ୟାକ୍ଟ ଚେକ୍ କରିବା ପାଇଁ ତାଲିମ ଦିଆଯାଇଛି । ବାହାର ରାଜ୍ୟର ଏକ୍ସପର୍ଟ ମାନେ ଏହି ତାଲିମ ଦେଇଛନ୍ତି । ତାଲିମପ୍ରାପ୍ତ ଅଫିସର ମାନେ ଡ଼ିପଫେକ୍ ଫଟୋ ଓ ଭିଡ଼ିଓ ଚେକ୍ କରିବେ । ଅଫିସରଙ୍କୁ ସହାୟତା କରିବେ ୨୦ ଜଣ ସାଇବର ଏକ୍ସପର୍ଟ ।
ଆଗକୁ ନିର୍ବାଚନ । ଡିପଫେକ୍ ଭିଡିଓ ଅପରାଧ ରୋକିବାକୁ ତତ୍ପର କମିଶନରେଟ୍ ପୋଲିସ । ଅଫିସରଙ୍କୁ ଦିଆଯାଉଛି ଫ୍ୟାକ୍ଟ ଚେକିଂ ଟ୍ରେନିଂ ।
/kanak/media/post_attachments/wp-content/uploads/2024/01/DCP-Prateek-Singh.jpg)