ଚନ୍ଦକାରେ ବନ ବିଭାଗର କୁମ୍ବିଂ ଅପରେସନ୍ ; ଅଭୟାରଣ୍ୟକୁ ଶିକାରୀ ମୁକ୍ତ କରିବାକୁ ବଡ଼ ଆକ୍ସନ ପ୍ଲାନ, ୧୨ ଦିନ ହେବ ମକଡ୍ରିଲ

ଚନ୍ଦକାରେ ବନ ବିଭାଗର କୁମ୍ବିଂ ଅପରେସନ୍ ; ଅଭୟାରଣ୍ୟକୁ ଶିକାରୀ ମୁକ୍ତ କରିବାକୁ ବଡ଼ ଆକ୍ସନ ପ୍ଲାନ, ୧୨ ଦିନ ହେବ ମକଡ୍ରିଲ

କନକ ବ୍ୟୁରୋ: ଚନ୍ଦକା ଅଭୟାରଣ୍ୟକୁ ଶିକାରୀମୁକ୍ତ କାରିବାକୁ ବଡ଼ ଆକ୍ସନ ପ୍ଲାନ। ବନବିଭାଗ ସହ ସିଆରପିଏଫ କରିବ କମ୍ବିଂ ଅପରେସନ। ଏଥିପାଇଁ ଆରମ୍ଭ ହୋଇଛି ମକଡ୍ରିଲ । ଆଜିଠାରୁ ୧୨ ଦିନ ଧରି ଜଙ୍ଗଲରେ କ୍ୟାମ୍ପ କରି ରହିବା ସହ ଶିକାରୀ ଦମନ ମକଡ୍ରିଲ କରିବେ ସିଆରପିଏଫ ଯବାନ।

ପ୍ରଥମ ଦିନରେ ସିଆରପିଏଫ ଆଇଜି ଏବଂ ପିସିସିଏଫ ମଧ୍ୟ ଯୋଗଦେଇଛନ୍ତି। ଚନ୍ଦକା ଅଭୟାରଣ୍ୟରେ ବିଭିନ୍ନ ସମୟରେ ଶିକାରୀମାନେ ପ୍ରାଦ୍ରୁଭାବ ଦେଖିବାକୁ ମିଳିଥାଏ। ଶିକାରୀ ସହ କାଠ ମାଫିଆଙ୍କ ପ୍ରାଦ୍ରୁଭାବ ରୋକିବା ପାଇଁ ଏପରି ପଦକ୍ଷେପ ନିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe