କନକ ବ୍ୟୁରୋ : ଝାରସୁଗୁଡା ବିଜାପାଲିରେ ଶିବ ଗୁରୁ ପୂଜା ସମୟରେ କଲେଜ ଛାତ୍ରୀଙ୍କୁ ହତ୍ୟା ଘଟଣାରେ ୧୧ ଜଣଙ୍କୁ ଗିରଫ କରାଯାଇଛି । ଶନିବାର ଅଭିଯୁକ୍ତ ୨ ଭଉଣୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହତ୍ୟା ଘଟଣାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିତ ଥିବା ୧୫ଜଣ ଗ୍ରାମବାସୀଙ୍କୁ ଅଟକ ରଖି ପୋଲିସ ଜେରା କରିଥିଲା । ଗତକାଲି ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ପୋଲିସ ଗିରଫ କରିଛି ।
ଝାରସୁଗୁଡା ବିଜାପାଲିରେ କଲେଜ ଛାତ୍ରୀଙ୍କୁ ହତ୍ୟା ଘଟଣା : ସଂପୃକ୍ତି ଅଭିଯୋଗରେ ୧୧ ଜଣଙ୍କୁ ଗିରଫ କଲା ପୋଲିସ
/kanak/media/post_attachments/wp-content/uploads/2017/03/vlcsnap-2017-03-06-07h36m21s296.png)