ଏସସିବି ସମ୍ପ୍ରସାରଣ ପାଇଁ ପୁଣି ଉଚ୍ଛେଦ କାମ ଆରମ୍ଭ । ସହରର ବହୁ ପୁରାତନ ହିନ୍ଦ୍ ସିନେମା ହଲର ଚାଲିଛି ଉଚ୍ଛେଦ

ଏସସିବି ସମ୍ପ୍ରସାରଣ ପାଇଁ ପୁଣି ଉଚ୍ଛେଦ କାମ ଆରମ୍ଭ । ସହରର ବହୁ ପୁରାତନ ହିନ୍ଦ୍ ସିନେମା ହଲର ଚାଲିଛି ଉଚ୍ଛେଦ

କନକ ବ୍ୟୁରୋ : ବେଶ୍ କିଛି ଦିନ ବ୍ୟବଧାନ ପରେ ଏସସିବି ସମ୍ପ୍ରସାରଣ ଓ ତାଳଦଣ୍ଡା କେନାଲର ପ୍ରଶସ୍ତିକରଣ ଏବଂ ସୌନ୍ଦର୍ଯ୍ୟକରଣ କାମ ପାଇଁ ଆଜି ଠାରୁ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ଏହି ପ୍ରକ୍ରିୟାରେ ରାଣୀହାଟ ହିନ୍ଦ୍ ସିନେମା ହଲ ସମେତ ବହୁ ଦୋକାନ ଘରକୁ ଉଚ୍ଛେଦ କରାଯାଇ ଏସସିବିକୁ ସିଧାସଳଖ ବାଟ ଫିଟାଯିବ । ଉଚ୍ଛେଦ ପୂର୍ବରୁ ସମସ୍ତଙ୍କୁ ଆର୍ଥିକ ସହାୟତା ବା ପ୍ୟାକେଜ ଦିଆସରିବା ପରେ ପ୍ରଶାସନ ଏହି ଅଂଚଳକୁ ନିଜ ଦଖଲକୁ ନେଇଥିଲା । ଉଚ୍ଛେଦ ପ୍ରକ୍ରିୟାରେ ଜିଲ୍ଲା ପ୍ରଶାସନ, ସିଏମସି ଓ ସିଡିଏ କର୍ତୃପକ୍ଷ ଉପସ୍ଥିତ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe