ଦିନିକିଆ କନ୍ଧମାଳ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ୮୦ ଶିଶୁ ମରିବା ପରେ ବି ଗଲେନି ମାଲକାନଗିରି

ଦିନିକିଆ କନ୍ଧମାଳ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ୮୦ ଶିଶୁ ମରିବା ପରେ ବି ଗଲେନି ମାଲକାନଗିରି

କନ୍ଧମାଳ : ଦିନିକିଆ କନ୍ଧମାଳ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫୁଲବାଣୀ, ଦାରିଙ୍ଗବାଡି ଓ ବାଲିଗୁଡାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । କିନ୍ତୁ ସାଧାରଣ ସଭାରେ ଗୁମୁଡୁମାହା ଏନକାଉଂଟର ନେଇ ପଦଟିଏ ବି କହିନଥିଲେ ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ ବିରୋଧୀଙ୍କ ବିରୋଧ ଆଶଙ୍କାରେ ଫୁଲବାଣୀର ଦକ୍ଷତା କେନ୍ଦ୍ର ଉଦଘାଟନ ସ୍ଥଳକୁ ମୁଖ୍ୟମନ୍ତ୍ରୀ ଗଲେ ନାହିଁ । ସେପଟେ ଜାପାନୀ ଜ୍ୱରରେ ଥରୁୁଥିବା ମାଲକାନଗିରିକୁ ରାଜ୍ୟ ମୁଖିଆ ଭାବେ କେବେ ଗସ୍ତ କରିବେ ତାହା ଉପରେ ଉଠିଛି ପ୍ରଶ୍ନ ।

ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe