କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉଦ୍ଧବ ଠାକରେଙ୍କ ପ୍ରଶଂସା । ନବୀନଙ୍କୁ ପ୍ରଶଂସା କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ । ବିପଦ ସମୟରେ ସହାୟତ କରିଥିବାରୁ ଜଣାଇଲେ ଧନ୍ୟବାଦ୍ । ଅକ୍ସିଜେନ୍ ଯୋଗାଇଦେଇଥିବାରୁ ଧନ୍ୟବାଦ୍ ଜଣାଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଟୁଇଟ କରି ଲେଖିଛନ୍ତି ଯେ, ସେ ଫୋନରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି । ସଂକଟ ସମୟରେ ଗୋଟିଏ ଦେଶ ଭାବରେ ମହାରାଷ୍ଟ୍ର ସହ ଓଡ଼ିଶା ଛିଡ଼ା ହୋଇଥିବାରୁ ଧନ୍ୟବାଦ୍ ଜଣାଇଛନ୍ତି ।
ନବୀନଙ୍କ ସହ ଫୋନରେ କଥା ହେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ : ଅକ୍ସିଜେନ୍ ଯୋଗାଣ ପାଇଁ ଜଣାଇଲେ ଧନ୍ୟବାଦ
/kanak/media/post_attachments/wp-content/uploads/2021/04/vlcsnap-2021-04-23-12h28m47s432.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)