କନକ ବ୍ୟୁରୋ : ୫ ଦିନିଆ ଦିଲ୍ଲୀ ଗସ୍ତ ସାରି ଫେରିବା ପରେ ଆଜି ଭଦ୍ରକ ଯିବା ନେଇ ନବୀନ ସୂଚନା ଦେଇଛନ୍ତି । ମନ୍ତ୍ରିମଣ୍ଡଳ ଅଦଳ ବଦଳ ନେଇ ନବୀନ କହିଛନ୍ତି, ଚିନ୍ତା କରୁଛି, ଦେଖାଯାଉ କଣ ହେଉଛି । ସେହିପରି ବିଜେପିର ଜାତୀୟ କାର୍ଯ୍ୟକାରିଣୀ ନେଇ ବି ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ବିଜେଡି ଉପରେ ଏହାର କିଛି ପ୍ରଭାବ ପଡିବନି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us