ନବୀନ ଦେଖିବେ ବୁଢି ଠାକୁରାଣୀ ଯାତ୍ରା ! ଆଜି ମୁଖ୍ୟମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତ

Advertisment
ଧାମରା ଗ୍ୟାସ୍ ପାଇପଲାଇନ୍ ପ୍ରକଳ୍ପର ଭୂମିପୂଜା କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ନବୀନ୍

କନକ ବ୍ୟୁରୋ : ଆଜି ବ୍ରହ୍ମପୁର ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଥର ପାଇଁ ବ୍ରହ୍ମପୁର ପ୍ରସିଦ୍ଧ ମା ବୁଢି ଠାକୁରାଣୀଙ୍କ ଦର୍ଶନ କରିବା ସହ ଯାତ୍ରା ଦେଖିବେ ମୁଖ୍ୟମନ୍ତ୍ରୀ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବ୍ରହ୍ମପୁର ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବଡ ବଜାର ଅଂଚଳରେ ହେଉଥିବା ସହରର ପ୍ରସିଦ୍ଧ ବୁଢି ଠାକୁରାଣୀ ଯାତ୍ରା ଦେଖିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏହା ସହ ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe