ଭଦ୍ରକରେ ମୁଖ୍ୟମନ୍ତ୍ରୀ ! ପ୍ରଭାବିତ ଅଂଚଳ କରିବେ ପରିଦର୍ଶନ

8

କନକ ବ୍ୟୁରୋ : ଭଦ୍ରକରେ ପହଂଚିଲେ ମୁଖ୍ୟମନ୍ତ୍ରୀ । କିଛି ସମୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକରେ ପହଂଚିଛନ୍ତି । ଭଦ୍ରକରେ ନବୀନ ପଟ୍ଟନାୟକ ସ୍ଥିତି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ଭଦ୍ରକରେ ପରିସ୍ଥିତି ଧିରେ ଧିରେ ସୁଧୁରିବାରେ ଲାଗିଛି ।

ଆଜି ସକାଳ ୭ଟାରୁ ୪ଟା ଯାଏଁ କର୍ଫ୍ୟୁ କୋହଳ କରାଯାଇଛି । ଗତକାଲି ଅପରାହ୍ନ ୪ଟାରୁ ଆଜି ସକାଳ ୭ଟା ଯାଏଁ କର୍ଫ୍ୟୁ ଲାଗିଥିଲା । ଆଜି ସକାଳରୁ କର୍ଫ୍ୟୁ କୋହଳ ଯୋଗୁଁ ସହରରେ ଜନଜୀବନ ସ୍ୱାଭାବିକ ହେଉଛି । କିନ୍ତୁ ଲୋକଙ୍କ ମନରୁ ଭୟ ଦୁର ହୋଇ ନାହିଁ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.