କନକ ବ୍ୟୁରୋ: ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନରେ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଓଡିଆଙ୍କୁ ଭିଡିଓ ଜରିଆରେ ବାର୍ତା ଦେବେ । ଭିଡିଓ ବାର୍ତାରେ ବଡ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ । ତାଲାବନ୍ଦ ଯୋଗୁଁ ଅନ୍ୟ ରାଜ୍ୟରେ ଫସିରହିଥିବା ଓଡିଆଙ୍କୁ ଫେରାଇ ଆଣିବା ପାଇଁ ବଡ ଘୋଷଣା କରିପାରନ୍ତି ନବୀନ ପଟ୍ଟନାୟକ ।

Advertisment