ନବୀନଙ୍କ ନୂଆ ଟିମ୍ ନେଇ ରାଜଭବନରୁ ବିଜ୍ଞପ୍ତି । ଜାଣନ୍ତୁ କାହାକୁ ମିଳିଲା କ୍ୟାବିନେଟ୍ ଓ ରାଷ୍ଟ୍ରମନ୍ତ୍ରୀ ପାହ୍ୟା

Advertisment
ନବୀନଙ୍କ ନୂଆ ଟିମ୍ ନେଇ ରାଜଭବନରୁ ବିଜ୍ଞପ୍ତି । ଜାଣନ୍ତୁ କାହାକୁ ମିଳିଲା କ୍ୟାବିନେଟ୍ ଓ ରାଷ୍ଟ୍ରମନ୍ତ୍ରୀ ପାହ୍ୟା

କନକ ବ୍ୟୁରୋ: ବିଧିବଦ୍ଧଭାବେ ଘୋଷଣା ହେଲା ନବୀନଙ୍କ ନୂଆ ଟିମ୍ ।  ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ୱାରା ନିଯୁକ୍ତ ହେବାପରେ ଏନେଇ ରାଜଭବନ ତରଫରୁ ବିଜ୍ଞପ୍ତି ଜାରି ହୋଇଛି । ଆସନ୍ତାକାଲି ୫ମ ପାଳିର ଶପଥ ସମାରୋହରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ତାଙ୍କ ନୂଆ ମନ୍ତ୍ରୀମଣ୍ଡଳ । ତେବେ ନବୀନଙ୍କ ନୂଆ ଟିମରେ ୧୧ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବାବେଳେ ୯ ଜଣଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀର ପାହ୍ୟା । ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସହ ବିଧିବଦ୍ଧଭାବେ ନବୀନଙ୍କ ସହ ଶପଥ ନେବେ ନବୀନଙ୍କ ନୂଆଟିମ୍ । ତେବେ ରାଜଭବନରୁ ଜାରି ବିଜ୍ଞପ୍ତିରେ ଜାଣନ୍ତୁ କାହାକୁ ମିଳିଛି କ୍ୟାବିନେଟ୍ ଆଉ କାହାକୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ପାହ୍ୟା ।

publive-imageନବୀନ ପଟ୍ଟନାୟକ- ମୁଖ୍ୟମନ୍ତ୍ରୀ

  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ-କ୍ୟାବିନେଟ୍ ପାହ୍ୟା
  • ବିକ୍ରମକେଶରୀ ଆରୁଖ- କ୍ୟାବିନେଟ୍ ପାହ୍ୟା
  • ପ୍ରଫୁଲ୍ଲ ମଲ୍ଲିକ- କ୍ୟାବିନେଟ୍ ପାହ୍ୟା
  • ନିରଞ୍ଜନ ପୂଜାରୀ- କ୍ୟାବିନେଟ୍ ପାହ୍ୟା
  • ପଦ୍ମନାଭ ବେହେରା- କ୍ୟାବିନେଟ୍ ପାହ୍ୟା
  • ପ୍ରତାପ ଜେନା- କ୍ୟାବିନେଟ୍ ପାହ୍ୟା
  • ସୁଦାମ ମାରାଣ୍ଡି- କ୍ୟାବିନେଟ୍ ପାହ୍ୟା
  • ସୁଶାନ୍ତ ସିଂ- କ୍ୟାବିନେଟ୍ ପାହ୍ୟା
  • ନବ କିଶୋର ଦାସ- କ୍ୟାବିନେଟ୍ ପାହ୍ୟା
  • ଟୁକୁନି ସାହୁ- କ୍ୟାବିନେଟ୍ ପାହ୍ୟା
  • ଅରୁଣ ସାହୁ- କ୍ୟାବିନେଟ୍ ପାହ୍ୟା

ରାଷ୍ଟ୍ରମନ୍ତ୍ରୀ ପାହ୍ୟା

୧. ଅଶୋକ ପଣ୍ଡା
୨. ସମୀର ଦାସ
୩. ଜ୍ୟୋତିପ୍ରକାଶ ପାଣିଗ୍ରାହୀ
୪. ଦିବ୍ୟ ଶଙ୍କର ମିଶ୍ର
୫. ପ୍ରେମାନନ୍ଦ ନାୟକ
୬. ରଘୁନନ୍ଦନ ଦାସ
୭. ପଦ୍ମିନୀ ଦିଆନ
୮. ତୁଷାରକାନ୍ତି ବେହେରା
୯. ଜଗନ୍ନାଥ ସାରକା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe