ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦବୀ ନିର୍ବାଚନ ଲାଗି ହୁଇପ ଜାରି କଲା ବିଜେଡି : ଅବମାନନା କଲେ ଦୃଢ କାର୍ଯ୍ୟାନୁଷ୍ଠାନ

Advertisment
ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦବୀ ନିର୍ବାଚନ ଲାଗି ହୁଇପ ଜାରି କଲା ବିଜେଡି : ଅବମାନନା କଲେ ଦୃଢ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ : ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦବୀ ନିର୍ବାଚନ ଲାଗି ହୁଇପ ଜାରି କରିଛି ବିଜେଡି । ୧୨ ତାରିଖ ଜିଲ୍ଲା ପରିଷଦ ନିର୍ବାଚନ ଲାଗି ହୁଇପ୍ ଜାରି କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ ଟିକେଟରେ ବିଜୟୀ ଜିଲ୍ଲା ପରିଷଦ ସଦସ୍ୟଙ୍କ ପାଇଁ ହୁଇପ୍ ଜାରି କରିଛନ୍ତି । ହୁଇପ୍ ଅବମାନନା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ ଭାବେ ଜଣାଇ ଦିଆଯାଇଛି । ସବୁ ଜିଲ୍ଲା ବିଜେଡି ସଭାପତିଙ୍କ ଜରିଆରେ ହୁଇପ୍ ଜାରି କରାଯାଇଥିବା ନେଇ ସୂଚନା ଦିଆଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe