କନକ ବ୍ୟୁରୋ : ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦବୀ ନିର୍ବାଚନ ଲାଗି ହୁଇପ ଜାରି କରିଛି ବିଜେଡି । ୧୨ ତାରିଖ ଜିଲ୍ଲା ପରିଷଦ ନିର୍ବାଚନ ଲାଗି ହୁଇପ୍ ଜାରି କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ ଟିକେଟରେ ବିଜୟୀ ଜିଲ୍ଲା ପରିଷଦ ସଦସ୍ୟଙ୍କ ପାଇଁ ହୁଇପ୍ ଜାରି କରିଛନ୍ତି । ହୁଇପ୍ ଅବମାନନା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ ଭାବେ ଜଣାଇ ଦିଆଯାଇଛି । ସବୁ ଜିଲ୍ଲା ବିଜେଡି ସଭାପତିଙ୍କ ଜରିଆରେ ହୁଇପ୍ ଜାରି କରାଯାଇଥିବା ନେଇ ସୂଚନା ଦିଆଯାଇଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-10-12h32m54s132.png)