ଓଡିଶା ଆସିବେ ଦିଦି , ଟ୍ରେନ ଦୁର୍ଘଟଣାରେ ପ୍ରଭାବିତଙ୍କୁ ଦେବେ ସହାୟତା ରାଶି 

ଓଡିଶା ଆସିବେ ଦିଦି , ଟ୍ରେନ ଦୁର୍ଘଟଣାରେ ପ୍ରଭାବିତଙ୍କୁ ଦେବେ ସହାୟତା ରାଶି 

କନକ ବ୍ୟୁରୋ: ଓଡିଶା ଗସ୍ତରେ ଆସିବେ ପଶ୍ଚିମବଙ୍ଗ ମମତା ବାନାର୍ଜୀ । ଟ୍ରେନ ଦୁର୍ଘଟଣାରେ ପ୍ରଭାବିତଙ୍କୁ ସହାୟତା ରାଶି ପ୍ରଦାନ କରିବେ ଦିଦି । ବୁଧବାର ଟ୍ୱିନ ସିଟି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ପରିବାର ସଦସ୍ୟଙ୍କୁ ସେ ଭେଟିବାରର କାର୍ଯ୍ୟକ୍ରମ ରହିଛି ।

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ୨୭୫ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେତ ଆହତଙ୍କ ଚିକିତ୍ସା ବର୍ତ୍ତମାନ ମଧ୍ୟ ଜାରିରହିଛି । ବିଭିନ୍ନ ଡାକ୍ତରଖାନାରେ ଏମାନଙ୍କର ଚିକିତ୍ସା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe