କନକ ବ୍ୟୁରୋ: ରାଜଧାନୀରେ ବେକାରୀ ହାଟ । ଲୋୟର ପିଏମଜି ଧାରଣାସ୍ଥଳରେ ବସିଛି ଏହି ବେକାରୀ ହାଟ । ଏମିତି ବେକାରୀ ହାଟ କରି ପ୍ରତିବାଦ କରୁଛନ୍ତି ଆଶାୟୀ ସ୍ୱତନ୍ତ୍ର ଶିକ୍ଷକ ମିଳିତ ମଞ୍ଚ । ଏଠାରେ ବିକ୍ରି ହେଉଛି ବିଭିନ୍ନ ପ୍ରକାରର ସାମଗ୍ରୀ । ଆରସିଆଇ ପଞ୍ଜିକୃତ ସ୍ୱତନ୍ତ୍ର ଶିକ୍ଷକ ଆଶାୟୀଙ୍କ ମିଠା ଦହିବରା, ପିଠା ଦୋକାନ, ଲୁହା ଟିଣ କବାଡ଼ିଆ ଗୋଟାଳି, ଶାଢ଼ୀ ଦୋକାନ, ଶୁଖୁଆ ଦୋକାନ ଲଗାଇ ପ୍ରତିବାଦ କରୁଛନ୍ତି ।
ରାଜଧାନୀରେ ବେକାରୀ ହାଟ । ଲୋୟର ପିଏମଜିରେ ନିଆରା ଢ଼ଙ୍ଗରେ ପ୍ରତିବାଦ କରୁଛନ୍ତି ଚାକିରି ଆଶାୟୀ ।
/kanak/media/post_attachments/wp-content/uploads/2024/02/21-7.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)