କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଅବତରଣକୁ କେନ୍ଦ୍ରକରି ବିବାଦ : ଆଜି କଲମ ଛାଡ ଆନ୍ଦୋଳନ କରିବ ରାଜ୍ୟ ରାଜସ୍ୱ ଅମଲା ସଂଘ

Advertisment
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଅବତରଣକୁ କେନ୍ଦ୍ରକରି ବିବାଦ : ଆଜି କଲମ ଛାଡ ଆନ୍ଦୋଳନ କରିବ ରାଜ୍ୟ ରାଜସ୍ୱ ଅମଲା ସଂଘ

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଅବତରଣକୁ କେନ୍ଦ୍ରକରି ବିବାଦ ଆହୁରି ତିବ୍ର ହୋଇଛି । ଗୋଟିଏ ପଟେ ଆଜି ଜିଲ୍ଲାପାଳ ଛୁଟିରେ ଯାଉଥିବାବେଳେ ଆନ୍ଦୋଳନ ଜାରି ରଖିଛନ୍ତି ଅମଲା । ଅମଲାଙ୍କ ଦାବିକୁ ସମର୍ଥନ କରି ଆଜି କଲମ ଛାଡ ଆନ୍ଦୋଳନ କରିବ ବୋଲି କହିଛି ରାଜ୍ୟ ରାଜସ୍ୱ ଅମଲା ସଂଘ ।

ଏହା ସହ ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe