କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଅବତରଣକୁ କେନ୍ଦ୍ରକରି ବିବାଦ ଆହୁରି ତିବ୍ର ହୋଇଛି । ଗୋଟିଏ ପଟେ ଆଜି ଜିଲ୍ଲାପାଳ ଛୁଟିରେ ଯାଉଥିବାବେଳେ ଆନ୍ଦୋଳନ ଜାରି ରଖିଛନ୍ତି ଅମଲା । ଅମଲାଙ୍କ ଦାବିକୁ ସମର୍ଥନ କରି ଆଜି କଲମ ଛାଡ ଆନ୍ଦୋଳନ କରିବ ବୋଲି କହିଛି ରାଜ୍ୟ ରାଜସ୍ୱ ଅମଲା ସଂଘ ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-02-07h38m43s959.png)