କନକ ବ୍ୟୁରୋ : ମୋହନା ବ୍ଲକ୍ ଭାଲିଆଗୁଡା ପ୍ରାଥମିକ ବିଦ୍ୟାଳୟରେ ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ଛାତ୍ରଛାତ୍ରୀଙ୍କ ପାଠପଢା । ଶ୍ରେଣୀଗୃହ ଛାତରୁ ସିମେଂଟ ଅତଡା ଖସୁଥିବା ବେଳେ ଅନେକ ସମୟରେ ଛାତ୍ରଛାତ୍ରୀ ମାନେ ଆହତ ହେଉଛନ୍ତି । ଶ୍ରେଣୀଗୃହ ଛାତରୁ ସିମେଂଟ ଖସି ଲୁହା ଛଡ ଦେଖାଯାଉଥିବା ବେଳେ ଭୟଭୀତ ଅବସ୍ଥାରେ ଅଛନ୍ତି ଛାତ୍ରଛାତ୍ରୀ । ଏନେଇ ବାରମ୍ବାର ସରପଂଚଙ୍କଠାରୁ ଆରମ୍ଭ କରି ବ୍ଲକ ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ ବି କୌଣସି ସୁଫଳ ମିଳୁନାହିଁ ।
ମୋହନା ଭାଲିଆଗୁଡା ପ୍ରାଥମିକ ବିଦ୍ୟାଳୟରେ ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ପାଠପଢ଼ା । ଶ୍ରେଣୀଗୃହ ଛାତରୁ ଖସୁଛି ସିମେଂଟ, ଅନେକ ସମୟରେ ଆହତ ହେଉଛନ୍ତି ଛାତ୍ରଛାତ୍ରୀ
/kanak/media/post_attachments/wp-content/uploads/2024/02/19-29.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)