କନକ ବ୍ୟୁରୋ : ଆଶ୍ରମ ସ୍କୁଲ ଛାତ୍ରୀ ନିବାସରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ବେଲପଦର ଆଶ୍ରମ ସ୍କୁଲରୁ ତୃତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍କୁଲର ଡାଇନିଂ ହଲ୍ ଝରକାରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ! ଫୁଲବାଣୀ ବେଲପଦର ଆଶ୍ରମ ସ୍କୁଲରେ ଘଟଛି ଘଟଣା
/kanak/media/post_attachments/wp-content/uploads/2017/03/Phulabani-Child.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)