କନକ ବ୍ୟୁରୋ:ବାଲେଶ୍ୱରରେ ଶୂନହଟରେ ଉତେଜନ । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । କଥା କଟାକଟିରୁ ମାରପିଟ୍ ପର୍ଯ୍ୟନ୍ତ ପହଂଚିଲା ମାମଲା । ଘଟଣା ସ୍ଥଳରେ ବ୍ୟାପକ ଭଙ୍ଗାରୁଜା । ସ୍ଥିତି ନିୟନ୍ତ୍ରଣ କରିବାକୁ ଶୂନହଟରେ ୧୪୪ ଧାରା ଲାଗୁ । ଦୁଇ ପକ୍ଷର ଗଣ୍ଡଗୋଳରେ ଉତେଜନା ମୂଳକ ସ୍ଥିତି । ଗୋଷ୍ଠୀ ସଂଘର୍ଷରେ ଜଣେ ପୋଲିସ କର୍ମଚାରୀ ଆହତ । ପୁରା ଅଂଚଳରେ ପୋଲିସ ଛାଉଣୀ ହେବା ସହ ଏସ୍ପି ସାଗରିକା ନାଥ ମଧ୍ୟ ଉପସ୍ଥିତ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us