ଟ୍ରମ୍ପଙ୍କ କରୋନା ଚିକିତ୍ସାରେ ଯେଉଁ ଔଷଧ ବ୍ୟବହାର ହୋଇଥିଲା କଟକର ଏକ ଘରୋଇ ହସ୍ପିଟାଲରେ ହେଲା ପ୍ରୟୋଗ : ଜାଣନ୍ତୁ ଏହି ଔଷଧ କେମିତି କାମ କରେ ଓ କେଉଁ ରୋଗୀଙ୍କୁ ଏହା ଦିଆଯାଏ?

ଟ୍ରମ୍ପଙ୍କ କରୋନା ଚିକିତ୍ସାରେ ଯେଉଁ ଔଷଧ ବ୍ୟବହାର ହୋଇଥିଲା କଟକର ଏକ ଘରୋଇ ହସ୍ପିଟାଲରେ ହେଲା ପ୍ରୟୋଗ : ଜାଣନ୍ତୁ ଏହି ଔଷଧ କେମିତି କାମ କରେ ଓ କେଉଁ ରୋଗୀଙ୍କୁ ଏହା ଦିଆଯାଏ?

କନକ ବ୍ୟୁରୋ : କଟକର ଏକ ଘରୋଇ ହସ୍ପିଟାଲରେ ପ୍ରଥମ ଥର କରି ଦାମୀ କୋଭିଡ ମେଡିସିନ ସିପ୍ଲା ଟୋସିଲିଜୁମାବର ପ୍ରୟୋଗ ହୋଇଛି । ଏହି ମେଡିସିନ ଡୋନାଲ୍ଡ ଟ୍ରମ୍ପଙ୍କ କୋଭିଡ ଚିକିତ୍ସା ବେଳେ ବ୍ୟବହାର କରାଯାଇଥିଲା । ଏହା ସାଧାରଣତଃ ଏକ ଷ୍ଟେରଏଡ ଜାତୀୟ ଯାହାକୁ ରୋଗୀ ନେବା ପରେ ତାର ଶରୀରରେ କୋଭିଡ ରୋଗ ଧୀରେ ଧୀରେ ଭଲ ହେବା ଆରମ୍ଭ କରେ । ଜାପାନରେ ଏହାର ବ୍ୟବହାରରେ ଅନେକଙ୍କୁ ସୁଫଳ ମିଳିଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ସାମି ସଲିମ । କଟକର ଜଣେ କରୋନା ପଜିଟିଭ ଯୁବକ ସାଜିଦ ହୁସେନଙ୍କୁ କଟକ ସିଫା ହସ୍ପିଟାଲରେ ଏହି ମେଡିସିନ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe