ଭୁବନେଶ୍ୱର,ପୁରୀ, ଖୋର୍ଦ୍ଧା ରୋଡ ଷ୍ଟେସନରେ ସିଆଇବି ଓ ସିବିଆଇର ମିଳିତ ଚଢାଉ : ବେଆଇନ ଟିକେଟ ବିକ୍ରି ନେଇ ଖୋଳତାଡ

Advertisment
ଭୁବନେଶ୍ୱର,ପୁରୀ, ଖୋର୍ଦ୍ଧା ରୋଡ ଷ୍ଟେସନରେ ସିଆଇବି ଓ ସିବିଆଇର ମିଳିତ ଚଢାଉ : ବେଆଇନ ଟିକେଟ ବିକ୍ରି ନେଇ ଖୋଳତାଡ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରେଳବାଇରେ ଟିକଟ କଳାବଜାରି ରୋକିବା ନେଇ ପ୍ରୟାସ । ପୁରୀ, ଭୁବନେଶ୍ୱର ଓ ଖୋର୍ଦ୍ଧା ରୋଡ ଷ୍ଟେସନରେ ସିଆଇବି ଓ ସିବିଆଇର ମିଳିତ ଚଢାଉ । ବେଆଇନ ଟିକେଟ ବିକ୍ରି ନେଇ ବିଭିନ୍ନ ଷ୍ଟେସନରେ ଖୋଳତାଡ କରୁଛି ସିଆଇବି ଓ ସିବିଆଇର ମିଳିତ ଟିମ୍ । କ୍ୟାସ କାଉଂଟର ଓ ଟିକେଟ ବୁକିଂ କାଉଂଟରରେ ଯାଂଚ କରାଯାଉଛି । ଖୋର୍ଦ୍ଧା ରୋଡ ଷ୍ଟେସନରେ ଟିଟିଆଇଙ୍କୁ ଜେରା କରାଯାଉଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe