ଭୁବନେଶ୍ୱର,ପୁରୀ, ଖୋର୍ଦ୍ଧା ରୋଡ ଷ୍ଟେସନରେ ସିଆଇବି ଓ ସିବିଆଇର ମିଳିତ ଚଢାଉ : ବେଆଇନ ଟିକେଟ ବିକ୍ରି ନେଇ ଖୋଳତାଡ

6

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରେଳବାଇରେ ଟିକଟ କଳାବଜାରି ରୋକିବା ନେଇ ପ୍ରୟାସ । ପୁରୀ, ଭୁବନେଶ୍ୱର ଓ ଖୋର୍ଦ୍ଧା ରୋଡ ଷ୍ଟେସନରେ ସିଆଇବି ଓ ସିବିଆଇର ମିଳିତ ଚଢାଉ । ବେଆଇନ ଟିକେଟ ବିକ୍ରି ନେଇ ବିଭିନ୍ନ ଷ୍ଟେସନରେ ଖୋଳତାଡ କରୁଛି ସିଆଇବି ଓ ସିବିଆଇର ମିଳିତ ଟିମ୍ । କ୍ୟାସ କାଉଂଟର ଓ ଟିକେଟ ବୁକିଂ କାଉଂଟରରେ ଯାଂଚ କରାଯାଉଛି । ଖୋର୍ଦ୍ଧା ରୋଡ ଷ୍ଟେସନରେ ଟିଟିଆଇଙ୍କୁ ଜେରା କରାଯାଉଥିବା ଜଣାପଡିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.