ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରେଳବାଇରେ ଟିକଟ କଳାବଜାରି ରୋକିବା ନେଇ ପ୍ରୟାସ । ପୁରୀ, ଭୁବନେଶ୍ୱର ଓ ଖୋର୍ଦ୍ଧା ରୋଡ ଷ୍ଟେସନରେ ସିଆଇବି ଓ ସିବିଆଇର ମିଳିତ ଚଢାଉ । ବେଆଇନ ଟିକେଟ ବିକ୍ରି ନେଇ ବିଭିନ୍ନ ଷ୍ଟେସନରେ ଖୋଳତାଡ କରୁଛି ସିଆଇବି ଓ ସିବିଆଇର ମିଳିତ ଟିମ୍ । କ୍ୟାସ କାଉଂଟର ଓ ଟିକେଟ ବୁକିଂ କାଉଂଟରରେ ଯାଂଚ କରାଯାଉଛି । ଖୋର୍ଦ୍ଧା ରୋଡ ଷ୍ଟେସନରେ ଟିଟିଆଇଙ୍କୁ ଜେରା କରାଯାଉଥିବା ଜଣାପଡିଛି ।
ଭୁବନେଶ୍ୱର,ପୁରୀ, ଖୋର୍ଦ୍ଧା ରୋଡ ଷ୍ଟେସନରେ ସିଆଇବି ଓ ସିବିଆଇର ମିଳିତ ଚଢାଉ : ବେଆଇନ ଟିକେଟ ବିକ୍ରି ନେଇ ଖୋଳତାଡ
/kanak/media/post_attachments/wp-content/uploads/2016/06/vlcsnap-2016-06-11-10h38m18s572.png)