କନକ ବ୍ୟୁରୋ : ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚର ଏକ ମସିଜିଦରେ ଗୁଳିମାଡ ହୋଇଛି । ତେବେ ଏହି ଗୁଳିମାଡରେ ବର୍ତମାନ ସମୟରେ ୨୭ ଜଣଙ୍କ ମୁତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଗୁଳିକାଣ୍ଡରେ ଅଳ୍ପକେ ବର୍ତି ଯାଇଛି ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିବା ବାଂଲାଦେଶ କ୍ରିକେଟ୍ ଟିମ୍ । ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ବେଳେ ବାଂଲାଦେଶ କ୍ରିକେଟ୍ ଟିମ୍ ମସଜିଦକୁ ନମାଜ କରିବାକୁ ଯାଇଥିବା ଗୁଳିକାଣ୍ଡ ଘଟିଥିଲା । ପ୍ରଥମେ ଦୁର୍ବୁତ ଅଲ ନୁର ମସଜିଦ ଉପରକୁ ଗୁଳିମାଡ କରିଥିଲେ । ଅଟୋ ମେଟିକ୍ ଗନରୁ ଗୁଳିମାଡ ପରେ ଅନେକ ମୃତାହତ ହୋଇଥିବା ସୂଚନା ମିଳିଛି ।
/kanak/media/post_attachments/wp-content/uploads/2019/03/mass-shooting-750x430.jpg)