କନକ ବ୍ୟୁରୋ: ନିୟମନ୍ତ୍ରଣକୁ ଆସିନି ରାଉରକେଲାରେ ହଇଜା ସ୍ଥିତି । ହଇଜାରେ ଆଉ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ବେସରକାରୀ ଭାବେ ମୃତ୍ୟୁ ସଂଖା ୧୬ରେ ପହଞ୍ଚିିଛି । ମୃତକ ହେଉଛନ୍ତି କୁଆରମୁଣ୍ଡା ଅଞ୍ଚଳର ସୁବୋଧ ଟପ୍ପୋ । ଝାଡାବାନ୍ତିରେ ଗୁରୁତର ହୋଇ ସେ ଆଇଜିଏଚ୍ରେ ଭର୍ତି ହୋଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୧୬ ଥିବା ବେଳେ ହଇଜାରେ ୯ ମୃତ୍ୟୁ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ନିୟନ୍ତ୍ରଣକୁ ଆସୁନି ରାଉରକେଲାରେ ହଇଜା ସ୍ଥିତି । ୧୬ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ।
/kanak/media/post_attachments/wp-content/uploads/2023/12/dia.jpg)