ସିସୋର ଚିଟଫଣ୍ଡ ଠକେଇ ମାମଲା: ପ୍ରଥମ ଥର ପାଇଁ ଇଡିରେ ହାଜର ହେଲେ ସଂସ୍ଥା ମୁଖ୍ୟ ପ୍ରଶାନ୍ତ ଦାସ

110

କନକ ବ୍ୟୁରୋ: ସି-ସୋର ଚିଟଫଣ୍ଡ ଠକେଇ ମାମଲା । ଇଡିରେ ହାଜର ହେଲେ ସି-ସୋର ଚିଟ୍ଫଣ୍ଡ ସଂସ୍ଥାର ମୁଖ୍ୟ ପ୍ରଶାନ୍ତ ଦାସ । ଜେରା ସରିବା ପରେ କନକ ନ୍ୟୁଜକୁ ଦେଲେ ଏକ୍ସକ୍ଲୁସିଭ ବୟାନ । ପ୍ରଥମ ଥର ପାଇଁ ପ୍ରବର୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇ, ନିଜର ମତ ରଖିଛନ୍ତି ପ୍ରଶାନ୍ତ । ଜମି କିଣାବିକା ଓ ଜମି କେଳେଙ୍କାରୀ ନେଇ ପ୍ରଶାନ୍ତଙ୍କୁ ଜେରା କରିଛନ୍ତି ଇଡିର ଅଧିକାରୀମାନେ । ଜମି କେଳେଙ୍କାରୀ ବାବଦରେ ତଥ୍ୟ ପ୍ରମାଣ ମଗାଯିବା ସହ ପଲିଟିକାଲ୍ ଲିଙ୍କ ନେଇ ଖୋଳତାଡ କରୁଛି ଇଡି ।