ସିବିଆଇ ଉପରେ ଅସନ୍ତୁଷ୍ଟ ସାମାଜିକ କର୍ମୀ

Advertisment
ସିବିଆଇ ଉପରେ ଅସନ୍ତୁଷ୍ଟ ସାମାଜିକ କର୍ମୀ

ଭୁବନେଶ୍ୱର : ଚିଟଫଣ୍ଡ ଦୁର୍ନିତିରେ ସିବିଆଇ ତାର ତଦନ୍ତରେ ଶିଥିଳତା ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ସିଭିଲ ସୋସାଇଟି ପକ୍ଷରୁ ଭୁବନେଶ୍ୱର ସିବିଆଇ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଏଥିରେ ସାମାଜିକ କର୍ମୀ ମାନବଧିକାର କର୍ମୀ ସାମିଲ ହୋଇଛନ୍ତି । ଆନେ୍ଦାଳନକାରୀମାନେ ସିବିଆଇର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe