କନକ ବ୍ୟୁରୋ: ପାରାଦୀପରେ ଚାଇନା ଜାହାଜ ଅଟକ। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଅଟକ ରଖିଲେ କୁଜଙ୍ଗ ସବ୍ ଜଜ୍। ସ୍କାଣ୍ଡି ଟ୍ରେଡିଂ ଲିମିଟେଡର ୯୯ ଲକ୍ଷ ୮୧ ହଜାର ୫୫୩ ଟଙ୍କା ବକେୟା ଥିବାରୁ ଏପରି ଆଦେଶ ଦେଇଥିଲେ ହାଇକୋର୍ଟ। ଆମୋନିୟମ ନାଇଟ୍ରେଟ ଆଣି ପାରାଦୀପ ଆସିଥିଲା ଚୀନର ଏହି ଜାହାଜ।
ପାରାଦ୍ୱୀପରେ ଚୀନ ଜାହାଜ ଅଟକ ; ଅଟକ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
Advertisment
Follow Us