କନକ ବ୍ୟୁରୋ: ଚୀନର ନୂଆ ପ୍ରତିରକ୍ଷା ମନ୍ତ୍ରୀ ହୋଇଛନ୍ତି ଜେନେରାଲ ଲି ସାଙ୍ଗାଫୁ । ବିଶେଷଜ୍ଞ କହିଛନ୍ତି ଯେ ଏହି ନୂଆ ପଦକ୍ଷେପ ଦ୍ୱାରା ଆମେରିକା ଏବଂ ଚୀନର ସମ୍ପର୍କ ଆହୁରି ଅଧିକ ବିବାଦୀୟ ହେବ । ୬୫ ବର୍ଷୀୟ ସାଙ୍ଗାଫୁ ପୁରୁଣା ପ୍ରତିରକ୍ଷା ମନ୍ତ୍ରୀଙ୍କ ସ୍ଥାନ ନେବାକୁ ଯାଉଛନ୍ତି । ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଫେଙ୍ଗେ ଅକ୍ଟୋବର ମାସରେ ଇସ୍ତଫା ଘୋଷଣା କରିସାରିଛନ୍ତି । ଲୁ ସାଙ୍ଗାଫୁଙ୍କ ନିଯୁକ୍ତିକୁ ବେଜିଂରେ ଅନୁଷ୍ଠିତ ନ୍ୟାସନାଲ ପିପୁଲ୍ସ କଂଗ୍ରେସରେ ସହମତି ମିଳିଛି ।
ଜେନେରାଲ ଲି ସାଙ୍ଗାଫୁ ଚୀନର ନୂଆ ପ୍ରତିରକ୍ଷା ମନ୍ତ୍ରୀ। ନୂଆ ନିଯୁକ୍ତି ନେଇ ଘୋଷଣା କଲା ଚୀନ।
/kanak/media/post_attachments/wp-content/uploads/2023/03/Collage-Maker-12-Mar-2023-03-10-PM-4245.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)