କନକ ବ୍ୟୁରୋ : ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଭସା ପୋଲ । ଶହେରୁ ଅଧିକ ଯାତ୍ରୀ ସହ ଫସି ରହିଛି ଦୁଇଟି ବସ୍ । ସକାଳେ ଜହ୍ମିକୁଦା ଅଭିମୁଖେ ଯାଉଥିବା ବେଳେ ଚ୍ୟାନେଲରେ ପାଣି କମିଯିବାରୁ ସମସ୍ୟା ଉପୁଜିଛି । ଏବେ ବି ଯାତ୍ରୀମାନେ ଭସା ପୋଲରେ ଫସି ରହିଥିବା ଜଣାପଡ଼ିଛି ।
ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଭସା ପୋଲ : ୧୦୦ରୁ ଅଧିକ ଯାତ୍ରୀ ସହ ଫସି ରହିଛି ଦୁଇଟି ବସ୍
/kanak/media/post_attachments/wp-content/uploads/2022/02/2-14.jpg)