ସମ୍ବଲପୁର ସଦର ମେଡିକାଲରେ ପିଲା ଚୋରି ଘଟଣା ! ୨ ସୁରକ୍ଷା କର୍ମୀ ନିଲମ୍ବିତ

Advertisment
ସମ୍ବଲପୁର ସଦର ମେଡିକାଲରେ ପିଲା ଚୋରି ଘଟଣା ! ୨ ସୁରକ୍ଷା କର୍ମୀ ନିଲମ୍ବିତ

କନକ ବ୍ୟୁରୋ : ସମ୍ବଲପୁର ସଦର ମେଡିକାଲରୁ ଶିଶୁ ଚୋରି ଘଟଣା । ଏହି ଘଟଣାକୁ ନେଇ ୨ ଜଣ ସୁରକ୍ଷା କର୍ମୀଙ୍କୁ ନିଲମ୍ବିତ କରାଯାଇଛି । ତେବେ ସିଡିଏମଓ ସୁରକ୍ଷା କର୍ମୀଙ୍କୁ ନିଲମ୍ବିତ କରିଛନ୍ତି । ଏହା ନର୍ସିଂହୋମର ଦୈନିକ ଶିଶୁଙ୍କ କାଗଜପତ୍ର ଯାଂଚ କରାଯିବା ନେଇ ସିଡିଏମଓ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe