ଲଗାଣ ବର୍ଷା ହେଲା କାଳ: କାନ୍ଥ ପଡି ଚାଲିଗଲା ଶିଶୁର ଜୀବନ । ବାପା, ମା’ ଗୁରୁତର

91

କନକ ବ୍ୟୁରୋ: ମାଲକାନଗିରି ମେଟାଗୁଡ଼ା ଗାଁରେ ଲଗାଣ ବର୍ଷା ହେଲା କାଳ । କାନ୍ଥ ପଡ଼ି ଚାଲିଗଲା ୪ ମାସ ଶିଶୁ କନ୍ୟାର ଜୀବନ । ଶିଶୁ କନ୍ୟାର ମା’, ବାପା ଗୁରୁତର ହୋଇଥିବା ସୂଚନା ରହିଛି । ସୂଚନା ଅନୁସାରେ ଆଜି ଭୋରୁ ମେଟାଗୁଡ଼ା ଗାଁରେ ଆଇତା ମାଡ଼କାମି ତାଙ୍କ ସ୍ତ୍ରୀ ଘରେ ଏବଂ ୪ ମାସର ଶିଶୁକନ୍ୟା ଘରେ ଶୋଇଥିବା ବେଳେ ଅଚାନକ ଘର କାନ୍ଥ ଭାଙ୍ଗି ୩ଜଣଙ୍କ ଉପରେ ପଡ଼ିଯାଇଥିଲା ।