କନକ ବ୍ୟୁରୋ : ଏଲଆଣ୍ଡଟି ଅଧିକାରୀଙ୍କୁ ତାଗିଦ କଳେ ମୁଖ୍ୟ ଶାସନ ସଚିବ । କାମର ଅଗ୍ରଗତି ନେଇ ଅଧିକାରୀଙ୍କ ଉପରେ ଖପ୍ପା ହୋଇଛନ୍ତି ସୁରେଶ ମହାପାତ୍ର । ଏଲଆଣ୍ଡଟି ଦ୍ୱାରା ହେଉଥିବା କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲିଛି ବୋଲି ସର୍ବସମ୍ମୁଖରେ କହିଛନ୍ତି ମୁଖ୍ୟ ଶାସନ ସଚିବ । କାର୍ଯ୍ୟ ଦେଢ଼ ବର୍ଷର କାମ ସରି ନଥିବାରୁ ସମୟ ଅବଧି ଭିତରେ ସାରିବାକୁ ତାଗିଦ କରିଛନ୍ତି ।
ବରଗଡ଼ ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସିକିରଡିଠାରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଦ୍ୱାରା ନିର୍ମିତ ଇଂଟେକ୍ ୱେଲ ପ୍ରକଳ୍ପ ପରିଦର୍ଶନ କରି ଏଲଆଣ୍ଡଟି ଅଧିକାରୀଙ୍କୁ ତାଗିଦ କରିଥିଲେ । ଏହା ପରେ ସିକିର୍ଡଠାରେ ନିର୍ମାଣ ହେଉଥିବା ପମ୍ପିଙ୍ଗ ସେଂଟର ମେଗା ପାଣି ପ୍ରୋଜେକ୍ଟକୁ ବୁଲି ଦେଖିଥିଲେ ।
ବରଗଡରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଇଂଟେକ୍ ୱେଲ ପ୍ରକଳ୍ପ ପରିଦର୍ଶନ ବେଳେ ଏଲଆଣ୍ଡଟି ଅଧିକାରୀଙ୍କୁ କଲେ ତାଗିଦ
/kanak/media/post_attachments/wp-content/uploads/2022/05/41-6.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)