ଓଡିଶାବାସୀ ଶାନ୍ତିପ୍ରିୟ, ଏକଥାକୁ ବିରୋଧ ଦଳ ମନେ ରଖିବା ଦରକାର: ଏମିତି କହି ବିରୋଧୀଙ୍କୁ ନିଶାନା କଲେ ମୁଖ୍ୟମନ୍ତ୍ରୀ

515

କନକ ବ୍ୟୁରୋ: ଗୃହରେ ବିବୃତି ପରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ । ଓଡିଶାକୁ କୋଟି କୋଟି ଟଙ୍କାର ନିବେଶ ଆସୁଛି । ଯଦି ଆଇନ ଶୃଙ୍ଖଳା ପରିସ୍ଥିତି ଠିକ ନଥାନ୍ତା, ନିବେଶ ଆସିନଥାନ୍ତା । ହକି ବିଶ୍ୱକପରେ ଓଡିଶାର ସଫଳତା ସାରା ବିଶ୍ୱ ଦେଖିଲା । ଓଡିଶାବାସୀ ଶାନ୍ତିପ୍ରିୟ, ସେମାନଙ୍କ ପାଇଁ ମୁଁ ଗର୍ବିତ ।